Advertisment

Kite Sits On Patitapabana Bana: ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ; ଶୁଭ କି ଅଶୁଭ ଲାଗିଲା ଚର୍ଚ୍ଚା

ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ। ପତିତପାବନ ବାନା ଉପରେ ଦୀର୍ଘ ସମୟ ଧରି ବସି ରହିଲା। ଦୀର୍ଘ ସମୟ ବାନା ଉପରେ ବସିବା ପରେ ଉଡ଼ିଗଲା ଚିଲ। ବାନା ଉପରେ ଚିଲ ବସିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା।

Kite Sits On Patitapabana Bana

ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ Photograph: (OTV)

Advertisment

ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ। ଦୀର୍ଘ ସମୟ ଧରି ନୀଳଚକ୍ର ଉପରେ ଚିଲ ବସି ରହିଲା। ବାନା ଉପରେ ଚିଲ ବସିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚିଲଟି କିଛି ସମୟ ଧରି ଶ୍ରୀମନ୍ଦିର ଉପରେ ଉଡ଼ିଲା। ପରେ ଚିଲଟି ପତିତପାବନ ବାନା ଉପରେ ବସିଥିଲା। ଦୀର୍ଘ ସମୟ ବସିବା ପରେ ପୁଣି ଉଡ଼ିଯାଇଥିଲା। 

Advertisment

ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିବା ଆଶଙ୍କା ଥାଏ। ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି ଅନେକ ମତ ଦେଇଛନ୍ତି। ଏପରି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l 

ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି।

Advertisment

  • ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ
  • ପତିତପାବନ ବାନା ଉପରେ ଦୀର୍ଘ ସମୟ ଧରି ବସି ରହିଲା
  • ଦୀର୍ଘ ସମୟ ବାନା ଉପରେ ବସିବା ପରେ ଉଡ଼ିଗଲା ଚିଲ
  • ବାନା ଉପରେ ଚିଲ ବସିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା
  • ଚିଲ ବସିବା ଶୁଭ କି ଅଶୁଭ ତାକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା
Puri Temple Jagannath Temple Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ