KISS Student Death Case Photograph: (OTV)
କିସ୍ ଛାତ୍ରଙ୍କୁ ହତ୍ୟା ମାମଲାରେ କିସର ଜଣେ ଅତିରିକ୍ତ ସିଇଓଙ୍କ ସମେତ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କିସର ଆଡିସନାଲ ସିଇଓ ପ୍ରମୋଦ କୁମାର ପାତ୍ର, ଟିଜିଟି ଟିଚର୍ ବିନୟ କୁମାର ଗୋଛି, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରଶ୍ମୀରଂଜନ ନାୟକ, କିସ୍ ଛାତ୍ରାବାସର ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, କିସ୍ ବୟଜ୍ ହଷ୍ଟେଲର ସୁପରଭାଇଜର୍ ଶୁଭକାନ୍ତ ବେହେରା, ଏବଂ ସହକାରୀ ଶିକ୍ଷୟିତ୍ରୀ ସୁଜାତା ମିଶ୍ର। ଏହାସହ ୩ ଜଣ ଛାତ୍ରଙ୍କୁ ଧରି ତନାଘନା କରାଯାଉଛି।...
କିସ୍ ଛାତ୍ରଙ୍କୁ ହତ୍ୟା: ୮ ଗିରଫ
ପ୍ରମୋଦ କୁମାର ପାତ୍ର, ଆଡିସନାଲ ସିଇଓ, କିସ୍
ବିନୟ କୁମାର ଗୋଛି, ଟିଜିଟି ଟିଚର୍, କିସ୍
ପ୍ରସନ୍ନ କୁମାର ମଲ୍ଲ, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍, କିସ୍
ପ୍ରଦୀପ କୁମାର ଦାସ, ଶିକ୍ଷକ, କିସ୍
ରଶ୍ମୀରଂଜନ ନାୟକ, ପ୍ରଧାନଶିକ୍ଷକ, କିସ୍ ସେକେଣ୍ଡାରୀ ସ୍କୁଲ୍
ହେମନ୍ତ କୁମାର ମହାପାତ୍ର, ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର, କିସ୍ ଛାତ୍ରାବାସ
ଶୁଭକାନ୍ତ ବେହେରା, ସୁପରଭାଇଜର୍, କିସ୍ ବୟଜ୍ ହଷ୍ଟେଲ୍
ସୁଜାତା ମିଶ୍ର, ସହକାରୀ ଶିକ୍ଷୟିତ୍ରୀ, କିସ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/kiss-student-death-case-2025-12-17-20-39-29.jpg)