jogi
Advertisment
ଭୁବନେଶ୍ୱର: ଶନିବାର ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଧ୍ୟାହ୍ନ ୨ଟାବେଳେ ବ୍ରହ୍ମପୁରରେ ପହଞ୍ଚିବା ପରେ ଆମ୍ବପୁଆ ବିବେକ ବିହାର ସ୍ଥିତ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଯୋଗୀ। ଏଥିପାଇଁ ସମାବେଶ ପଡ଼ିଆରେ ଆରମ୍ଭ ହୋଇଛି ପ୍ରସ୍ତୁତି।
Advertisment
ପଡ଼ିଆକୁ ସମତୁଲ କରିବା ସହ ଟେଣ୍ଟ ଭିଡିବା କାର୍ଯ୍ୟ ବି ଆରମ୍ଭ ହୋଇଛି। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ରହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jogi_1626341247.jpg)