Advertisment

ସାଲେପୁର ନିର୍ବାଚନମଣ୍ଡଳୀରେ ବୈଜୟନ୍ତଙ୍କ ରୋଡ୍ ଶୋ’

କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ ଶୋ’। ଆଜି ସାଲେପୁର ନିର୍ବାଚନମଣ୍ଡଳୀରେ ଏହି ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି। ଏଥିରେ ବୈଜୟନ୍ତଙ୍କ ସହ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଏବଂ ଓଲିଉଡ୍ ଷ୍ଟାର ବାବୁସାନ୍ ସାମିଲ ହୋଇଥିଲେ। ନପଙ୍ଗ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ରୋଡ୍ ଶୋ’ ଭଟିମୁଣ୍ଡା, ଜରିପଡା, ମାଗୁରା, ଗୋବିନ୍ଦପୁର ଦେଇ ଉଚ୍ଚପଦାରେ ସରିଥିଲା।

ସାଲେପୁର ନିର୍ବାଚନମଣ୍ଡଳୀରେ ବୈଜୟନ୍ତଙ୍କ ରୋଡ୍ ଶୋ’

baijayanta

Advertisment

କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ ଶୋ’। ଆଜି ସାଲେପୁର ନିର୍ବାଚନମଣ୍ଡଳୀରେ ଏହି ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି। ଏଥିରେ ବୈଜୟନ୍ତଙ୍କ ସହ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଏବଂ ଓଲିଉଡ୍ ଷ୍ଟାର ବାବୁସାନ୍ ସାମିଲ ହୋଇଥିଲେ।

Advertisment

ନପଙ୍ଗ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ରୋଡ୍ ଶୋ’ ଭଟିମୁଣ୍ଡା, ଜରିପଡା, ମାଗୁରା, ଗୋବିନ୍ଦପୁର ଦେଇ ଉଚ୍ଚପଦାରେ ସରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ