Advertisment

Jay Dholakia's Oath Ceremony: ଆଜି ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ

ଆଜି ଶପଥ ନେବେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ। ଦିନ ୧ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ। ତାଙ୍କୁ ଶପଥ ପାଠ କରାଇବେ ବାଚସ୍ପତି ସୁରମା ପାଢ଼ୀ।

Jay Dholakia

Jay Dholakia Photograph: (OTV)

Advertisment

ଆଜି ଶପଥ ନେବେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ। ଆଜି ଦିନ ୧ଟା ବେଳେ ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ। 
ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇବେ। ଶପଥ ଗ୍ରହଣ ବେଳେ ବିଜେପି ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହିବେ। ଉପନିର୍ବାଚନରେ ‍ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ ଜୟ। ୮୩ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

Advertisment


•    ଶପଥ ନେବେ ଜୟ ଢୋଲକିଆ
•    ଆଜି ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ
•    ଦିନ ୧ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ
•    ଶପଥ ପାଠ କରାଇବେ ବାଚସ୍ପତି ସୁରମା ପାଢ଼ୀ
•    ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବେ ବିଜେପି ବିଧାୟକ ଓ ମନ୍ତ୍ରୀ
•    ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ଜିତିଥିଲେ ଜୟ

Jay Dholakia BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ