IT_RAID Photograph: (OTV)
ରାଜଧାନୀରେ ସକାଳୁ ସକାଳୁ ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ମାରଥନ୍ ଜେରା । ଚତୁର୍ଥ ଦିନରେ ଆଜି IT ରେଡ୍ କରିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଅଢ଼େଇ କୋଟି ଜବତ କରାଯାଇଛି। ନିର୍ଦ୍ଦେଶକ ରାକେଶ ଭୁରା, ଅଞ୍ଜନାଦେବୀ ଭୁରା, ସନ୍ଦୀପ କୁମାର ବେଦ ଓ ଅମିତ ବେଦଙ୍କୁ ଜେରା କରାଯାଇଛି । ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି IT ଟିମ୍ ।
ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା
ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ IT ରେଡ୍ ଜାରି
ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର
ରେଡ୍ ବେଳେ ନଗଦ ଅଢ଼େଇ କୋଟି ଜବତ ସୂଚନା
୪ ନିର୍ଦ୍ଦେଶକଙ୍କୁ ସକାଳୁ ଚାଲିଛି ମାରାଥନ୍ ଜେରା
ରାକେଶ ଭୁରା ଓ ଅଞ୍ଜନା ଦେବୀ ଭୁରାଙ୍କୁ ଜେରା
ସନ୍ଦୀପ କୁମାର ବେଦ ଓ ଅମିତ ବେଦଙ୍କୁ ବି ଜେରା
ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି IT ଟିମ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/07/it_raid-2025-11-07-11-35-10.jpg)