Advertisment

ବରଗଡ଼ରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ। ଏମିତିକି ଜାଲ କାଗଜ ପତ୍ରରେ ତିଅାରି ହେଉଛି ଜାଲ୍ କାର୍ଡ। ଏହି ଜାଲ କାର୍ଡ ସାହାଯ୍ୟରେ ଦଲାଲମାନେ ସମବାୟ ସମିତି ଜରିଅାରେ ଧାନ ବିକ୍ରି କରୁଥିବା ଅଭିଯୋଗ ଅାଣିଛି। ଫାଇଟ ଅନ୍ ରାଇଟ୍‌ସ ନାମକ ସଂସ୍ଥା ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ସଂସ୍ଥା ଅଭିଯୋଗ କରିଛି। ଦଲାଲା, ପେକ୍ସ କର୍ମଚାରୀ ଏବଂ ସମବାୟ ସମିତି କର୍ମଚାରୀଙ୍କ […]

ବରଗଡ଼ରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

paddy 2

Advertisment

ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ। ଏମିତିକି ଜାଲ କାଗଜ ପତ୍ରରେ ତିଅାରି ହେଉଛି ଜାଲ୍ କାର୍ଡ। ଏହି ଜାଲ କାର୍ଡ ସାହାଯ୍ୟରେ ଦଲାଲମାନେ ସମବାୟ ସମିତି ଜରିଅାରେ ଧାନ ବିକ୍ରି କରୁଥିବା ଅଭିଯୋଗ ଅାଣିଛି।

Advertisment

publive-imageଫାଇଟ ଅନ୍ ରାଇଟ୍‌ସ ନାମକ ସଂସ୍ଥା ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ସଂସ୍ଥା ଅଭିଯୋଗ କରିଛି। ଦଲାଲା, ପେକ୍ସ କର୍ମଚାରୀ ଏବଂ ସମବାୟ ସମିତି କର୍ମଚାରୀଙ୍କ ମିଳିତ ସହଯୋଗରେ ଏଭଳି ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଦଲାଲମାନେ ଚାଷୀଙ୍କ ଠାରୁ କମ୍ ଦରରେ କିଣି ଜାଲ କାର୍ଡ ମାଧ୍ୟମରେ ସମବାୟ ସମିତି ଧାନ ଦେଉଥିବା ଫର୍ ସଂସ୍ଥା ସଭାପତି ଦେବବ୍ରତ ମିଶ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ