Advertisment

ମଙ୍ଗଳବାରରେ ମାନ୍ଦା ପଡ଼ିଗଲା ଛାଡ଼ଖାଇ !

ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ହେଲେ ଆଜି ମଙ୍ଗଳବାର ପଡ଼ୁଥିବାରୁ ଆମିଷ ମାର୍କେଟ୍‌ରେ  ବେଶୀ ଭିଡ଼ ଦେଖିବାକୁ ମିଳିନାହିଁ। ଛାଡ଼ଖାଇ ଆମିଷବାରରେ ପଡ଼ିନଥିବାରୁ କିଛି ଲୋକ ଆଜି ବଦଳରେ ଆସନ୍ତାକାଲି ଛାଡ଼ଖାଇ ପାଳିବେ ବୋଲି ଜଣାପଡ଼ିଛି।କାଲି ବୁଧବାର ଥିବାରୁ ଆମିଷ ମାର୍କେଟରେ ଅଧିକ ଭିଡ଼ ଜମିପାରେ ବୋଲି ଆଶଙ୍କା କରାଯାଉଛି। […]

ଅଦ୍ୟତନ ହୋଇଛି
ମଙ୍ଗଳବାରରେ ମାନ୍ଦା ପଡ଼ିଗଲା ଛାଡ଼ଖାଇ !

1

Advertisment

ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ହେଲେ ଆଜି ମଙ୍ଗଳବାର ପଡ଼ୁଥିବାରୁ ଆମିଷ ମାର୍କେଟ୍‌ରେ  ବେଶୀ ଭିଡ଼ ଦେଖିବାକୁ ମିଳିନାହିଁ।

Advertisment

ଛାଡ଼ଖାଇ ଆମିଷବାରରେ ପଡ଼ିନଥିବାରୁ କିଛି ଲୋକ ଆଜି ବଦଳରେ ଆସନ୍ତାକାଲି ଛାଡ଼ଖାଇ ପାଳିବେ ବୋଲି ଜଣାପଡ଼ିଛି।କାଲି ବୁଧବାର ଥିବାରୁ ଆମିଷ ମାର୍କେଟରେ ଅଧିକ ଭିଡ଼ ଜମିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ, ଛାଡ଼ଖାଇକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ସେଥିପାଇଁ ବିଭିନ୍ନ ପ୍ରକାରର ମାଛ ସହ କଙ୍କଡା, ଚିଙ୍ଗୁଡି ଆମଦାନୀ କରିଛନ୍ତି ବ୍ୟବସାୟୀ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ