Advertisment

Illegal Firecracker Explosion: ବାଣ ବିସ୍ଫୋରଣରେ ବାପ, ଝିଅ ଗୁରୁତର

ବାଣ ବିସ୍ଫୋରଣରେ ବାପ, ଝିଅ ଗୁରୁତର। ଏମିତି ଏକ ଦୁଃଖଦ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ ନଗରରେ ହୋଇଛି ସାଂଘାତିକ ବାଣ ବିସ୍ଫୋରଣ।

Illegal Firecracker Explosion

ବାଣ ବିସ୍ଫୋରଣରେ ବାପ, ଝିଅ ଗୁରୁତର Photograph: (OTV)

Advertisment

ବାଣ ବିସ୍ଫୋରଣରେ ବାପ, ଝିଅ ଗୁରୁତର। ଏମିତି ଏକ ଦୁଃଖଦ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ ନଗରରେ ହୋଇଛି ସାଂଘାତିକ ବାଣ ବିସ୍ଫୋରଣ। 

Advertisment

ବେଆଇନ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ଖବର ଆସିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଓ ତଦନ୍ତ ଚାଲିଛି।

Bhubaneswar Fireworks Factory Explosion Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ