Advertisment

Tension Outside Police Station: ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ, ସରପଞ୍ଚଙ୍କୁ ଛାଡିଲା ପୋଲିସ୍

ସଦର ପୋଲିସ ଚୋରଙ୍କୁ ଥାନାକୁ ଆଣି ଛାଡ଼ି ଦେଇଥିବା ପଞ୍ଚାୟତ ଲୋକେ ଅଭିଯୋଗ କରୁଛନ୍ତି | ଏହାର ପ୍ରତିବାଦରେ ଆଜି ଏସ.ପି. ଅଫିସ ଘେରାଉ କରାଯିବାର ଥିଲା | ତା ପୂର୍ବରୁ ଆଜି କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ ଉଠାଇ ଆଣିଥିଲା ସଦର ପୋଲିସ |

Gherao

Gherao Photograph: (OTV)

Advertisment

ବଲାଙ୍ଗୀର ସଦର ଥାନାରେ ଟେନସନ୍ | ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ | ବଲାଙ୍ଗୀର ପାଟଣାଗଡ ରାସ୍ତା ଅବରୋଧ କରିଛନ୍ତି ଲୋକେ। କିଛି ଦିନ ତଳେ ସଦର ଥାନା କୁଶମେଲ ପଞ୍ଚାୟତରେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା | ଲୋକେ ପୋଲିସକୁ ଖବର ଦେଇଥିଲେ |

Advertisment

ସଦର ପୋଲିସ ଚୋରଙ୍କୁ ଥାନାକୁ ଆଣି ଛାଡ଼ି ଦେଇଥିବା ପଞ୍ଚାୟତ ଲୋକେ ଅଭିଯୋଗ କରୁଛନ୍ତି | ଏହାର ପ୍ରତିବାଦରେ ଆଜି ଏସ.ପି. ଅଫିସ ଘେରାଉ କରାଯିବାର ଥିଲା | ତା ପୂର୍ବରୁ ଆଜି କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ ଉଠାଇ ଆଣିଥିଲା ସଦର ପୋଲିସ | କୁଶମେଲ ପଞ୍ଚାୟତର ଶହ ଶହ ମହିଳା ଓ ପୁରୁଷ ସଦର ଥାନା ଘେରାଉ କରିଛନ୍ତି | 

ତେବେ ପରେ କୌସ୍ତୁଭ ସାହୁଙ୍କୁ ଛାଡି ଦିଆଯାଇଥିବା ସୂଚନା ମିଳିଛି। ସଦର ଥାନା ଘେରାଉ କରିଥିଲେ ଶତାଧିକ ମହିଳା ଓ ପୁରୁଷ ।

Advertisment

ଏସପି ଘେରାଉ କରିବା ପୂର୍ବରୁ ସରପଞ୍ଚଙ୍କୁ ଉଠାଇଲା ପୋଲିସ

ପ୍ରତିବାଦରେ ସଦର ଥାନା ଘେରାଉ କଲେ ଶହଶହ ଲୋକ 
କୁଶମେଲ ପଞ୍ଚାୟତରେ ବିଦ୍ୟୁତ ତାର ଚୋରି ହୋଇଥିଲା
ପୋଲିସ ଚୋରଙ୍କୁ ଥାନା ଆଣି ଛାଡି ଦେଇଥିବା ଅଭିଯୋଗ

Police Station Gherao
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ