Advertisment

Human Skeleton Recovered: କଙ୍କାଳ କହିବ ସତ କାହାଣୀ !

ନଦୀରୁ ନରକଙ୍କାଳ ଉଦ୍ଧାର ।  ବଲାଙ୍ଗିର ସଦର ଥାନା କୁମିଆଁପାଲି ନିକଟ ସୁକତେଲ ନଦୀରୁ ଉଦ୍ଧାର ହୋଇଛି ନରକଙ୍କାଳ । ସ୍ଥାନୀୟଲୋକ ନଦୀରେ ଏକ କଙ୍କାଳ ପଡ଼ିଥିବା ପୋଲିସକୁ ଖବର ଦେଇଥିଲେ ।

NADI-RU-NARA-KANKALA-UDDHARA

NADI-RU-NARA-KANKALA-UDDHARA Photograph: (OTV)

Advertisment

ନଦୀରୁ ନରକଙ୍କାଳ ଉଦ୍ଧାର ।  ବଲାଙ୍ଗିର ସଦର ଥାନା କୁମିଆଁପାଲି ନିକଟ ସୁକତେଲ ନଦୀରୁ ଉଦ୍ଧାର ହୋଇଛି ନରକଙ୍କାଳ । ସ୍ଥାନୀୟଲୋକ ନଦୀରେ ଏକ କଙ୍କାଳ ପଡ଼ିଥିବା ପୋଲିସକୁ ଖବର ଦେଇଥିଲେ ।  ସାଇଣ୍ଟିଫିକ ଟିମ ସହିତ ପୋଲିସ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଥିଲା । କଙ୍କାଳଟି ଦୁଇମାସ ତଲେ ନିଖୋଜ ହୋଇଥିବା ଫଟାମୁଣ୍ଡା ଗାଁର ଯୁବକ ପ୍ରଶାନ୍ତଙ୍କର ବୋଲି ସନ୍ଦେହ କରାଯାଉଛି । ପୋଲିସ କଙ୍କାଳର ଡି. ଏନ. ଏ ପରୀକ୍ଷା ପାଇଁ ପଠାଇବ । ତା’ପରେ ସ୍ପଷ୍ଟ ହେବ କଙ୍କାଳଟି କାହାର । 

Advertisment

ନଦୀରୁ ନରକଙ୍କାଳ ଉଦ୍ଧାର
କୁମିଆଁପାଲି ନିକଟ ସୁକତେଲ ନଦୀରେ ନରକଙ୍କାଳ 
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ, କଙ୍କାଳ ଉଦ୍ଧାର 
କଙ୍କାଳଟି ଦୁଇ ମାସ ତଳେ ନିଖୋଜ ଥିବା ବ୍ୟକ୍ତିଙ୍କ ସନ୍ଦେହ
କଙ୍କାଳର DNA ପରୀକ୍ଷା ପାଇଁ ପଠାଇବ ପୋଲିସ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ