Advertisment

Bird Census Starts: ଚିଲିକା ଓ ସମ୍ବଲପୁର ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା, ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ହେଉଛି ଗଣତି

ଚିଲିକା ଓ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା କରାଯାଉଛି। ଚିଲିକାର ୫ଟି ରେଞ୍ଜରେ ୨୨ଟି ବନ ବିଭାଗ ସମତେ ଅନ୍ୟ ବିଶେଷଜ୍ଞଙ୍କ ଟିମ୍ ସାମିଲ ହୋଇଛନ୍ତି। ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ା ରେଞ୍ଜରେ ଗଣନା ହେଉଛି।

Bird

Bird Photograph: (OTV)

Advertisment

ଆରମ୍ଭ ହୋଇଛି ପକ୍ଷୀ ଗଣନା। ଚିଲିକା ଓ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା କରାଯାଉଛି। ଚିଲିକାର ୫ଟି ରେଞ୍ଜରେ ୨୨ଟି ବନ ବିଭାଗ ସମତେ ଅନ୍ୟ ବିଶେଷଜ୍ଞଙ୍କ ଟିମ୍ ସାମିଲ ହୋଇଛନ୍ତି। ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ା ରେଞ୍ଜରେ ଗଣନା ହେଉଛି।

Advertisment

ସମଗ୍ର ଚିଲିକାକୁ ଚଳିତବର୍ଷ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି, କେତେ ପ୍ରଜାତିର ପକ୍ଷୀ ଆସିଛନ୍ତି । ପକ୍ଷୀ ମାନଙ୍କର ସଂଖ୍ୟା କେତେ ଅଛି ତାହାର ଟିକିନିଖି ଗଣନା କରାଯାଉଛି। ସେହିପରି ସମ୍ବଲପୁର ହୀରାକୁଦ ଡ୍ୟାମରେ ବି ପକ୍ଷୀ ଗଣନା ହେଉଛି। ୩୨ଟି ଟିମରେ ପ୍ରାୟ ୭୦ ଜଣ ଗଣନାକାରୀ ସାମିଲ ହୋଇଛନ୍ତି। 

ଚାଲିଛି ପକ୍ଷୀ ଗଣନା


ଚିଲିକାର ୫ଟି ରେଞ୍ଜରେ ସାମିଲ ହୋଇଛନ୍ତି ୨୨ଟି ଟିମ୍
ହୀରାକୁଦ ଡ୍ୟାମରେ ବି ହେଉଛି ପକ୍ଷୀ ଗଣନା କାର୍ଯ୍ୟ

Advertisment

Bird Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ