Advertisment

Hospital To Offer Free Healthcare Services: ମାଗଣାରେ ମିଳିବ ଚିକିତ୍ସା ସେବା; ହସ୍ପିଟାଲରେ ରହିବନି କ୍ୟାସ୍ କାଉଣ୍ଟର

ସାଇ ଆରୋଗ୍ୟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ। କେନ୍ଦ୍ରାପଡ଼ା ଦାନପୁର ପଂଚାୟତ ରଜାଙ୍ଗାରେ ଭୂମିପୂଜନ।ଚିକିତ୍ସାଳୟରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତ ଚିକିତ୍ସା।ମାଗଣାରେ ଉପଲବ୍ଧ ହେବ ଚିକିତ୍ସା ସେବା ।ହସ୍ପିଟାଲରେ ରହିବନି କ୍ୟାସ୍ କାଉଣ୍ଟର।

Hospital To Offer Free Healthcare Services

ମାଗଣାରେ ମିଳିବ ଚିକିତ୍ସା ସେବା Photograph: (OTV)

Advertisment

କେନ୍ଦ୍ରାପଡ଼ାରେ ସାଇ ଆରୋଗ୍ୟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମି ପୂଜନ। ଦାନପୁର ପଂଚାୟତ ରଜାଙ୍ଗ ଠାରେ ଏହି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସଦଗୁରୁ ଶ୍ରୀ ମଧୁସୂଦନ ସାଇଙ୍କ କରକମଳରେ ଭୂମି ପୂଜନ କାର୍ଯ୍ୟସମ୍ପନ୍ନ ହୋଇଛି। 

Advertisment

କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ପ୍ରତିଷ୍ଠା ହୋଇଛି ଏହି ଚିକିତ୍ସାଳୟ। ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଚିକିତ୍ସାଳୟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଏବଂ ଉନ୍ନତ ଚିକିତ୍ସା ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେବ। ହସ୍ପିଟାଲରେ କୌଣସି କ୍ୟାସ୍ କାଉଣ୍ଟର ରହିବନି। ସବୁ ବୟସର ରୋଗୀଙ୍କ ଏଠାରେ ମାଗଣା ଚିକିତ୍ସା କରାଯିବ।

  • ସାଇ ଆରୋଗ୍ୟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ
  • କେନ୍ଦ୍ରାପଡ଼ା ଦାନପୁର ପଂଚାୟତ ରଜାଙ୍ଗାରେ ଭୂମିପୂଜନ
  • ଚିକିତ୍ସାଳୟରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତ ଚିକିତ୍ସା 
  • ମାଗଣାରେ ଉପଲବ୍ଧ ହେବ ଚିକିତ୍ସା ସେବା
  • ହସ୍ପିଟାଲରେ ରହିବନି କ୍ୟାସ୍ କାଉଣ୍ଟର
Advertisment
Baijayant Panda Kendrapara Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ