Advertisment

Maoist Cadre Lays Down Arms: କ୍ୟାଡର ମାଓବାଦୀର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର ରାଶି

ମାଲକାନଗିରି SP ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୁକରାମ ଆତ୍ମସମର୍ପଣ କରିଛି। ACM କ୍ୟାଡ଼ର ମାଓବାଦୀ ସୁକରାମ ଓରଫ ସୁରେଶ। ସେ ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା।

Maoist

Maoist Photograph: (OTV)

Advertisment

କ୍ୟାଡର ମାଓବାଦୀ ସୁକରାମର ଆତ୍ମସମର୍ପଣ। ମାଲକାନଗିରି SP ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୁକରାମ ଆତ୍ମସମର୍ପଣ କରିଛି। ACM କ୍ୟାଡ଼ର ମାଓବାଦୀ ସୁକରାମ ଓରଫ ସୁରେଶ। ସେ ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା। ଏରିଆ କମିଟି ମେମ୍ବର ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର ରାଶି। SLR ଓ ବିପୁଳ ମାଓ ସାମଗ୍ରୀ ସହ ଏସ୍ ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। 

Advertisment

କ୍ୟାଡର ମାଓବାଦୀର ଆତ୍ମସମର୍ପଣ

କ୍ୟାଡର ମାଓବାଦୀ ସୁକରାମର ଆତ୍ମସମର୍ପଣ
SLR ଓ ବିପୁଳ ମାଓ ସାମଗ୍ରୀ ସହ ଆତ୍ମସମର୍ପଣ
ମାଲକାନଗିରି ଏସ୍ ପିଙ୍କ ନିକଟରେ ଆତ୍ମସମର୍ପଣ କଲା ସୁକରାମ
ଏରିଆ କମିଟି ମେମ୍ବର ସୁକରାମ
ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର ରାଶି
ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ

Hardcore Maoist Surrenders Maoist Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ