Advertisment

Heavy Rainfall Wipes Out 50 Acres of Maize Crops: ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷ, ୫୦ ଏକର ମକା ଚାଷ ଫସଲ ନଷ୍ଟ

ଅଦିନିଆ ବର୍ଷାରେ ଉଜୁଡି ଯାଇଛି ମକା ଚାଷୀଙ୍କ ଫସଲ। ବର୍ଷାରେ ୫୦ ଏକର ମକା ଚାଷ ଫସଲ ନଷ୍ଟ।ଚିନ୍ତାରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବ୍ରହ୍ମପୁରା ଅଞ୍ଚଳ ଚାଷୀ। ଆଉ ମାତ୍ର ଦିନ କେଇଟ ପରେ ମକା ଜମିରୁ କାଟି ବଜାରରେ ବିକ୍ରି କରିଥାନ୍ତେ ଚାଷୀ।

Heavy Rainfall Wipes Out 50 Acres of Maize Crops

ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷ Photograph: (OTV)

Advertisment

ଲଘୁଚାପ ଜନିତ ବର୍ଷାରେ ଛାର ଖାର କରିଦେଇଛି ମକା ଚାଷୀଙ୍କ ରୋଜଗାର। କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବ୍ରହ୍ମପୁରା ଅଞ୍ଚଳରେ ୫୦ ଏକର ମକା ଚାଷ ଫସଲ ନଷ୍ଟ ହୋଇଛି। 

Advertisment

ଆଉ ମାତ୍ର ଦିନ କେଇଟ ପରେ ମକା ଜମିରୁ କାଟି ବଜାରରେ ବିକ୍ରି କରିଥାନ୍ତେ ଚାଷୀ। କିନ୍ତୁ ବର୍ଷା ଉଜାଡି ଦେଇଛି ଫସଲ। ଏନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବାଙ୍କୀ ପ୍ରତିନିଧି ସଂଜିପ କୁମାର ନାୟକ।

  • ଅଦିନିଆ ବର୍ଷାରେ ଉଜୁଡି ଯାଇଛି ମକା ଚାଷୀଙ୍କ ଫସଲ
  • ବର୍ଷାରେ ୫୦ ଏକର ମକା ଚାଷ ଫସଲ ନଷ୍ଟ
  • ଚିନ୍ତାରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବ୍ରହ୍ମପୁରା ଅଞ୍ଚଳ ଚାଷୀ
Advertisment
Odisha Agriculture Sector Heavy Rain Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ