Advertisment

Gunfire Erupts at Komana: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି , ହୋଟେଲରେ ବଚସାରୁ ଫାଙ୍କା ଗୁଳି ଚାଳନା

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି। ଗତ ରାତିରେ କୋମନା ପୁରୁଣା ବ୍ଲକ ଛକରେ ହୋଇଥିବା ପାଟିତୁଣ୍ଡ। ମିଳିଥିବା ସୂଚନା ମୁତାବକ, କୋରାପୁଟ ବିଧାୟକଙ୍କ ପିଏସଓଙ୍କ ସହ ଜଣେ ଯୁବକ କୋମନା ପୁରୁଣା ବ୍ଲକ ଛକରେ ଥିଲେ।

NUAPADA-FIRING

NUAPADA-FIRING Photograph: (OTV)

Advertisment

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି। ଗତ ରାତିରେ କୋମନା ପୁରୁଣା ବ୍ଲକ ଛକରେ ହୋଇଥିବା ପାଟିତୁଣ୍ଡ। ମିଳିଥିବା ସୂଚନା ମୁତାବକ, କୋରାପୁଟ ବିଧାୟକଙ୍କ ପିଏସଓଙ୍କ ସହ ଜଣେ ଯୁବକ କୋମନା ପୁରୁଣା ବ୍ଲକ ଛକରେ ଥିଲେ। ଏହି ସମୟରେ କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ସ୍ଥିତି ବିଗିଡ଼ିବା ସହ ବିଧାୟକଙ୍କ ପିଏସଓ ଫାଙ୍କା ଗୁଳି ଚଳାଇଥିଲେ। ଘଟଣାକୁ ନେଇ କୋମନା ପୋଲିସ୍ ତଦନ୍ତ କରି ବିଧାୟକଙ୍କ ପିଏସଓଙ୍କ ନାଁରେ ମାମଲା ରୁଜୁ କରିଛି।

Advertisment

ନୂଆପଡ଼ାରେ ଫୁଟିଲା ଗୁଳି 
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି 
କୋମନାର ଏକ ହୋଟେଲରେ ବଚସାରୁ ଫାଙ୍କା ଗୁଳି ଚାଳନା
କୋରାପୁଟ ବିଧାୟକଙ୍କ PSO ଗୁଳି ଚଳାଇଥିବା ଅଭିଯୋଗ
ବିଧାୟକଙ୍କ PSOଙ୍କ ନାଁରେ ମାମଲା ରୁଜୁ କଲା କୋମନା ପୋଲିସ
ଗତ ରାତିରେ କୋମନା ପୁରୁଣା ବ୍ଲକ ଛକରେ ହୋଇଥିଲା ପାଟିତୁଣ୍ଡ 
ବଚସାରୁ କୋରାପୁଟ ବିଧାୟକଙ୍କ PSO ଗୁଳି ଚଳାଇଥିବା ଅଭିଯୋଗ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ