Advertisment

ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର : ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନେ। SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ସଚିବାଳୟରେ ସିବିଅାଇ ପଶିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ମାନେ। […]

ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ

assembly

Advertisment

ଭୁବନେଶ୍ୱର : ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନେ।

Advertisment

SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ସଚିବାଳୟରେ ସିବିଅାଇ ପଶିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ମାନେ।

ଗୃହର ମଧ୍ୟଭାଗକୁ ଚାଲି ଅାସି ସେମାନେ ପାଟିତୁଣ୍ଡ କରିଥିଲେ। ବିଜେପି ସଦସ୍ୟମାନେ ମଧ୍ୟ ସିବିଅାଇ ଡର କଥା ଉଠାଇ ଗୃହରେ ଗର୍ଜିଥିଲେ। ହୋହଲ୍ଲା ଲାଗି ଗୃହ କାର୍ଯ୍ୟ ଚାଲି ପାରିନଥିବାରୁ ବିଧାନସଭାକୁ ଅପରାହ୍ମ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି ପ୍ରଦୀପ ଅମାତ୍‌ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ