Advertisment

ସରକାରଙ୍କୁ ପ୍ରଦୀପଙ୍କ ଡାଲି ଦୁର୍ନୀତି ବାଣ; କହିଲେ, କାହିଁକି କ୍ଲୋଜ୍‌ ହେଲା ମାମଲା ?

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ସରକାରଙ୍କର ଗୋଟିଏ ପରେ ଗୋଟିଏ ମୁଖା ଖୋଲୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଆଜି ବି ତାଙ୍କ ତୂଣୀରରୁ ପୁଣି ଏକ ତୀର ଛାଡ଼ିଛନ୍ତି ପ୍ରଦୀପ। ଆଜି ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଖୁରେଇଛନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ଓ ଏହି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ। ଏଥିସହିତ ଡାଲି ଦୁର୍ନୀତି ମାମଲାର ବର୍ତ୍ତମାନ ଷ୍ଟାଟସ କ’ଣ […]

ଅଦ୍ୟତନ ହୋଇଛି
ସରକାରଙ୍କୁ ପ୍ରଦୀପଙ୍କ ଡାଲି ଦୁର୍ନୀତି ବାଣ; କହିଲେ, କାହିଁକି କ୍ଲୋଜ୍‌ ହେଲା ମାମଲା ?

pradeep-panigayrjhi

Advertisment

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ସରକାରଙ୍କର ଗୋଟିଏ ପରେ ଗୋଟିଏ ମୁଖା ଖୋଲୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଆଜି ବି ତାଙ୍କ ତୂଣୀରରୁ ପୁଣି ଏକ ତୀର ଛାଡ଼ିଛନ୍ତି ପ୍ରଦୀପ। ଆଜି ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଖୁରେଇଛନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ।

Advertisment

ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ଓ ଏହି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ। ଏଥିସହିତ ଡାଲି ଦୁର୍ନୀତି ମାମଲାର ବର୍ତ୍ତମାନ ଷ୍ଟାଟସ କ'ଣ ବୋଲି ପଚାରିବା ସହିତ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କୁ କାହିଁକି ପଚରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ତା'ସହିତ  ମାମଲାର ଖୋଳତାଡ଼ କରି ସତ୍ୟାସତ୍ୟ ପଦାକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି।

Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ