Advertisment

Gajapati Police Nab Three Thieves: ବଡ଼ ଧରଣର ଚୋରି, ୩୦୦ ଗ୍ରାମ ସୁନା ଜବତ; ୩ ଲୁଟେରା ଗିରଫ

୩୦୦ ଗ୍ରାମ ସୁନା ଜବତ; ୩ ଗିରଫ। ପାରଳାଖେମୁଣ୍ଡି: ୩୦୦ ଗ୍ରାମ ସୁନା ଜବତ; ୩ ଲୁଟେରା ଗିରଫ। ସେରଙ୍ଗ ଥାନା ମାରିଗୁଡ଼ା ଗାଁରୁ ବାନ୍ଧିଲା ଗଜପତି ପୋଲିସ। ନିକଟ ଜଙ୍ଗଲରେ ମାଟି ଖୋଳି ସୁନା ଅଳଙ୍କାର ଜବତ କଲା ପୋଲିସ।

Gajapati Police Nab Three Thieves

ବଡ଼ ଧରଣର ଚୋରି, ୩୦୦ ଗ୍ରାମ ସୁନା ଜବତ; ୩ ଲୁଟେରା ଗିରଫ Photograph: (OTV)

Advertisment

ବଡ଼ ଧରଣର ଚୋରି ଘଟଣାରେ ଗଜପତି ପୋଲିସର ପର୍ଦ୍ଦାଫାସ। ୩୦୦ ଗ୍ରାମ ସୁନା, ନଗଦ ୨ ଲକ୍ଷ ଟଙ୍କା ଜବତ। ସେରଙ୍ଗ ଥାନା ଅଞ୍ଚଳରୁ ୩ ଜଣଙ୍କୁ ବାନ୍ଧିଲା ପୋଲିସ ।ମାରିଗୁଡା ଗାଁର ପରିବାର ଶ୍ରୀକାକୁଲମ ଯାଇଥିବା ବେଳେ ଘରେ ବୁଲାଇଥିଲେ କଳାକନା ଲୁଟେରା। 

Advertisment

ଗତ ଜାନୁଆରୀ ୨୫ତାରିଖ ଦିନ ମାରିଗୁଡା ଗାଁର ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ପରିବାର ସହ ଶ୍ରୀକାକୁଲମ ସୂର୍ଯ୍ୟମନ୍ଦିର ଯାଇଥିଲେ। ସେମାନେ ସେହିଦିନ ରାତିରେ ଘରକୁ ଫେରି ଦେଖିଲା ବେଳକୁ ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ୩ଶହ ଗ୍ରାମ ସୁନା ଅଳଙ୍କାର ଏବଂ ୨ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସେରଙ୍ଗ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। 

ଚୋର ଧରାପଡ଼ିବା ସହ ସେମାନେ ଚୋରି ସୁନା ଅଳଙ୍କାରକୁ ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ପୋତି ରଖିଥିଲେ। ଯାହାକୁ ପୋଲିସ ଜବତ କରିଥିବା ଏସପି କହିଛନ୍ତି।

Advertisment
  • ୩୦୦ ଗ୍ରାମ ସୁନା ଜବତ; ୩ ଗିରଫ
  • ପାରଳାଖେମୁଣ୍ଡି: ୩୦୦ ଗ୍ରାମ ସୁନା ଜବତ; ୩ ଲୁଟେରା ଗିରଫ
  • ସେରଙ୍ଗ ଥାନା ମାରିଗୁଡ଼ା ଗାଁରୁ ବାନ୍ଧିଲା ଗଜପତି ପୋଲିସ
  • ନିକଟ ଜଙ୍ଗଲରେ ମାଟି ଖୋଳି ସୁନା ଅଳଙ୍କାର ଜବତ କଲା ପୋଲିସ
  • ୨୫ ତାରିଖରେ ଶେରାଙ୍ଗ ଗାଁର ଜଣଙ୍କ ଘରୁ ଲୁଟ ହୋଇଥିଲା ଅଳଙ୍କାର
Odisha Crime Crime Odisha Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ