Advertisment

ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର: ମେଡିକାଲ କଲେଜରେ ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ। ଗିରଫ ଡାକ୍ତର ହେଉଛନ୍ତି ଏକ ଘରୋଇ ଫିଜିଓ ଥେରାପୀ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରେମ ରଞ୍ଜନ ଓଝା। ରାଉରକେଲାର ଏକ ଘରୋଇ ମେଡିକାଲ କଲେଜର MBBS କୋର୍ସରେ ନାମ ଲେଖାଇ ଦେବାକୁ କହି ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପ୍ରଜ୍ଞା ପ୍ରକାଶ ଦାସ ନାମକ ଜଣେ ଯୁବକ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ। […]

ଅଦ୍ୟତନ ହୋଇଛି
ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ

arrest

Advertisment

ଭୁବନେଶ୍ୱର: ମେଡିକାଲ କଲେଜରେ ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ। ଗିରଫ ଡାକ୍ତର ହେଉଛନ୍ତି ଏକ ଘରୋଇ ଫିଜିଓ ଥେରାପୀ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରେମ ରଞ୍ଜନ ଓଝା।

Advertisment

ରାଉରକେଲାର ଏକ ଘରୋଇ ମେଡିକାଲ କଲେଜର MBBS କୋର୍ସରେ ନାମ ଲେଖାଇ ଦେବାକୁ କହି ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପ୍ରଜ୍ଞା ପ୍ରକାଶ ଦାସ ନାମକ ଜଣେ ଯୁବକ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ।

୨୦୧୭ ମସିହାରେ ନାମ ଲେଖାଇ ଦେବାକୁ କହି ୧୦ ଲକ୍ଷ ଟଙ୍କା ନେଇଥିଲେ ହେଲେ ଏପର୍ଯ୍ୟନ୍ତ ନାମ ଲେଖାଇ ନପାରିବା ସେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଖଣ୍ଡଗିରି ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ