Advertisment

30 Stranded Elephant : ଟାପୁରେ ଫସିଛନ୍ତି ୩୦ ଟିକିଆ ହାତୀପଲ, କିଛି ଦିନ ଧରି ଆତଙ୍କ ଖେଳାଇଥିଲେ

କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ହାତୀପଲ I ନଦୀ ପାର୍ ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ୩୦ ଟିକିଆ ହାତୀପଲ। ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ୍ ୩ ଧାରିଆ ନିକଟରେ ଏହି ହାତୀପଲ ଅଟକି ରହିଛନ୍ତି।

elephant

elephant Photograph: (OTV)

Advertisment

କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ହାତୀପଲ I ନଦୀ ପାର୍ ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ୩୦ ଟିକିଆ ହାତୀପଲ। ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ୍ ୩ ଧାରିଆ ନିକଟରେ ଏହି ହାତୀପଲ ଅଟକି ରହିଛନ୍ତି। ପାଟଣା ରେଞ୍ଜ ଅଞ୍ଚଳରୁ କରଞ୍ଜିଆ ରେଞ୍ଜ କୁ ନଦୀ ପାର୍ ହୋଇ ଯିବା ବେଳେ ଅଟକି ରହିଛନ୍ତି। ହାତୀପଲଙ୍କ ଉପରେ ବନ ବିଭାଗ ନଜର ରଖିଛି।

Advertisment

ଗତ କିଛି ଦିନ ଧରି କରଞ୍ଜିଆରେ ଏହି ହାତୀପଲ ଆତଙ୍କ ଖେଳାଇଥିଲେ । ଏହାପରେ ଏହି ଝାଡଖଣ୍ଡି ହାତୀପଲ କେନ୍ଦୁଝର ଜିଲ୍ଲାକୁ ଚାଲି ଯାଇଛନ୍ତି। ହାତୀପଲଙ୍କୁ ଦେଖିବାକୁ ଟାପୁର ଉଭୟ ପାର୍ଶ୍ବରେ ଲୋକଙ୍କ ଭିଡ଼ ଜମିଛି। ସେଥିପାଇଁ ହାତୀମାନେ ଟପୁ ବାହରକୁ ଆସୁନଥିବା ଅନୁମାନ କରଯାଉଛି। ସେପଟେ ଏକ ହାତୀ ଛୁଆ ଅସୁସ୍ଥ ହୋଇପଡିଥିବାରୁ ହାତୀପଲ ବାହାରକୁ ନଆସିବା ମଧ୍ୟ ସନ୍ଦେହ କରାଯାଉଛି। .... 

ବୈତରଣୀ ନଦୀ ଟାପୁରେ ଫସିଛନ୍ତି ୩୦ ଟିକିଆ ହାତୀପଲ
ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ୍ ୩ ଧାରିଆ ନିକଟରେ ଅଟକିଛନ୍ତି
ପାଟଣାରୁ କରଞ୍ଜିଆ ରେଞ୍ଜକୁ ନଦୀ ପାର୍ ବେଳେ ଅଟକିଥିବା ସୂଚନା

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ