Advertisment

Foreign Funds In Odisha Laboure: ଶ୍ରମିକଙ୍କ ପାଖକୁ ବିଦେଶରୁ ଆସୁଛି କୋଟି କୋଟି ଟଙ୍କା; କେମିତି…

ବିଦେଶରୁ ଆସୁଛି ପୁଳା ପୁଳା ଟଙ୍କା। କାହା ପାଖକୁ ଅଧ କୋଟି ତ କାହାପାଖକୁ କୋଟିଏ। ରାତା ରାତି ମାଲେମାଲ ହୋଇଯାଉଛନ୍ତି ଶ୍ରମିକ। କେମିତି କେଉଁଠୁ ଆସୁଛି ଟଙ୍କା, କାହା ପାଖକୁ ଆସୁଛି ଟଙ୍କା ଆସନ୍ତୁ ଜାଣିବା।

Problem of MLA Sanjeeb Mallick

ଶ୍ରମିକଙ୍କ ପାଖକୁ ବିଦେଶରୁ ଆସୁଛି କୋଟି କୋଟି ଟଙ୍କା Photograph: (OTV)

Advertisment

ବିଦେଶରୁ ଆସୁଛି ପୁଳା ପୁଳା ଟଙ୍କା। କାହା ପାଖକୁ ଅଧ କୋଟି ତ କାହାପାଖକୁ କୋଟିଏ। ରାତା ରାତି ମାଲେମାଲ ହୋଇଯାଉଛନ୍ତି ଶ୍ରମିକ। କେମିତି କେଉଁଠୁ ଆସୁଛି ଟଙ୍କା, କାହା ପାଖକୁ ଆସୁଛି ଟଙ୍କା ଆସନ୍ତୁ ଜାଣିବା।
ଆଳି ବ୍ଲକ ଏକମାଣିଆ ଗ୍ରାମର ଅନନ୍ତ କରଣ ୨୦୧୩ ମସିହାରେ US Army Basement ରେ ଆଫଗାନିସ୍ଥାନରେ ଓଲଡିଂରେ କାର୍ଯ୍ୟ କରୁଥିଲେ। ୨୦୧୪ରୁ ବିଦେଶ ଛାଡିଲେଣି। କିନ୍ତୁ ଏବେ ତାଙ୍କ Accountକୁ ୫୮ ଡଲାର ଅର୍ଥାତ ଭାରତୀୟ ଟଙ୍କାରେ ପାଖାପାଖି ୪୯ ଲକ୍ଷ ଟଙ୍କା ଆସିଛି। ଏନେଇ ସମ୍ପୃକ୍ତ ହିତାଧିକାରୀ ଓ ଦଲାଲଙ୍କ ମଧ୍ୟରେ ଭାଗ ବଣ୍ଟାକୁ ନେଇ ଉଭୟଙ୍କ ବଚସାରୁ ପଦାକୁ ଆସିଛି କଥା।

Advertisment

ତେବେ DBA ( Defence Base Act ) ଅନୁସାରେ ଜଣେ ନାଗରିକ ଯିଏ US ମିଲିଟାରୀ ବେସରେ US ବାହାରେ କ୍ୟାମ୍ପରେ କାମ କରୁଥିଲେ, ସେମାନେ ମେଡିକାଲ ଚିକିତ୍ସା ଆହତ ଯୋଗୁଁ ସ୍ଥାନାନ୍ତର ପାଇଁ ମଜୁରୀ ବାବଦକୁ ଦାବି କରିପାରିବେ। ଏହି ବିଭାଗ US ଶ୍ରମ ବିଭାଗରେ ଯାଉଛି। 

ମାତ୍ର ଏଠାରେ କଥା ଉଠୁଛି ଏମାନେ ପ୍ରକୃତରେ ଆହତ ହୋଇଥିଲେ କି? ଦୀର୍ଘ ୧୧ ବର୍ଷ ପରେ ଏମାନଙ୍କୁ କେଉଁ ଡାକ୍ତର ସାର୍ଟିଫିକେଟ ଦେଲେ? ଏହା ପଛରେ କେଉଁ ରାକେଟ କାମ କରୁଛି ତାହା ତଦନ୍ତ ପରେ ଜଣାପଡିବ। 

Advertisment
Investigation Foreign Funds Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ