Advertisment

କୋଣାର୍କ କୁରୁମ ଗାଁରେ ବାପର ନୃଶଂସକାଣ୍ଡ

କୋଣାର୍କ : କୋଣାର୍କ କୁରୁମ ଗାଁରେ ବାପା, ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ। ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର ପ୍ରଧାନ ଗତକାଲି ରାତିରେ ଝିଅ କଣ୍ଢେଇର ବେକକୁ ଓଢଣୀରେ ଚିପି ହତ୍ୟା କରିଥିବା ପୁଅ ରାକେଶ କହିଛନ୍ତି। ସେହିପରି ରବୀନ୍ଦ୍ର ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ଭଉଣୀ ବି ଅଭିଯୋଗ କରିଛନ୍ତି। ତେବେ ରବୀନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଝିଅ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ତେବେ କଣ୍ଢେଇ […]

କୋଣାର୍କ କୁରୁମ ଗାଁରେ ବାପର ନୃଶଂସକାଣ୍ଡ

kill

Advertisment

କୋଣାର୍କ : କୋଣାର୍କ କୁରୁମ ଗାଁରେ ବାପା, ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ। ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର ପ୍ରଧାନ ଗତକାଲି ରାତିରେ ଝିଅ କଣ୍ଢେଇର ବେକକୁ ଓଢଣୀରେ ଚିପି ହତ୍ୟା କରିଥିବା ପୁଅ ରାକେଶ କହିଛନ୍ତି।

Advertisment

publive-imageସେହିପରି ରବୀନ୍ଦ୍ର ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ଭଉଣୀ ବି ଅଭିଯୋଗ କରିଛନ୍ତି। ତେବେ ରବୀନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଝିଅ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସେ କହିଛନ୍ତି।

ତେବେ କଣ୍ଢେଇ ଓ ରାକେଶ ରବୀନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପିଲା। ବିଭିନ୍ନ କାରଣକୁ ନେଇ ରବୀନ୍ଦ୍ର ସେମାନଙ୍କୁ ସବୁବେଳେ ମାରଧର କରିବା ସହ ଶାରୀରିକ ନିର୍ଯାତନା ଦେଉଥିବା କହିଛନ୍ତି ରାକେଶ।

Advertisment

ଗତକାଲି ସେ ସଂପର୍କୀୟ ପିଉସୀଙ୍କ ଘରକୁ ଯାଇଥିବା ବେଳେ ବାପା କଣ୍ଢେଇର ତଣ୍ଟି ଚିପି ମାରିଦେଇଥିବା ରାକେଶ କହିଛି। ପୁଲିସ ଘଟଣାର ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ