Advertisment

Explosives Seized: ମାରାଥନ ରେଡ୍, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବିସ୍ଫୋରକ ଜବତ

ଜଗତସିଂହପୁର ପୋଲିସର ମାରାଥନ ରେଡ୍। ବିରିଡି, କୁଜଙ୍ଗ ଓ ରଘୁନାଥପୁର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି। ଜବତ ବିସ୍ଫୋରକର ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ।

JSPUR_CRACKER_SIZED

CRACKER SIZED Photograph: (OTV)

Advertisment

ଜଗତସିଂହପୁର ପୋଲିସର ମାରାଥନ ରେଡ୍। ବିରିଡି, କୁଜଙ୍ଗ ଓ ରଘୁନାଥପୁର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି। ଜବତ ବିସ୍ଫୋରକର ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ହେବ। ଏହାସହ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୫ ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିରିଡି ଥାନା ନୂଆପାରି ଗାଁର ସୁବ୍ରତ ମହାନ୍ତିଙ୍କୁ ଓ କୁଜଙ୍ଗ ଥାନା ଜନାର୍ଦନପୁର ଗାଁର ବିଜୟ ପାଣି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ