COW_INJURED Photograph: (OTV)
ବୋମା ଫୁଟି ଗାଈ ଗୁରୁତର। ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଗାଈ ଗୁରୁତର ହୋଇଛି। କେନ୍ଦୁଝର ଘସିପୁରା ଥାନା ଦରିଖଳାରେ ବୋମା ଫୁଟି ଗାଈ ଗୁରୁତର ହୋଇଛି।
ଖାଦ୍ୟ ପୁଡ଼ିଆରେ ବୋମା ଖଞ୍ଜିଥିଲେ ଦୁର୍ବୃତ୍ତ। ଖାଇବା ବେଳେ ବୋମାଟି ଫୁଟିଯାଇଥିଲା। ବୋମା ବିସ୍ଫୋରଣ ପରେ ଗାଈର ମୁହଁରେ ଗୁରୁତର ଆଘାତ ଲାଗିଛି। ଗାଈର ମୁଖ ନଷ୍ଟ ହୋଇଯାଇଛି।
ଅଟେଈ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ପଶୁ ଶିକାରର ହେଉଥିଲେ ବି ଜଙ୍ଗଲ ବିଭାଗ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।
ବୋମା ଫୁଟି ଗାଈ ଗୁରୁତର
ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଗାଈ ଗୁରୁତର
ଘସିପୁରା ଥାନା ଦରିଖଳାରେ ବୋମା ଫୁଟି ଗାଈ ଗୁରୁତର
ଖାଦ୍ୟ ପୁଡ଼ିଆରେ ବୋମା ଖଞ୍ଜିଥିଲେ ଦୁର୍ବୃତ୍ତ
ଗାଈ ଖାଇବା ବେଳେ ଫୁଟିଗଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/cow_injured-2026-02-18-09-50-37.jpg)