ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ; ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ Photograph: (OTV)
Advertisment
ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ। ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ। ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦଶପଲ୍ଲା ଚିନାପହଁରା ଛକରେ ଦୁର୍ଘଟଣା ଘଟିଛି।
Advertisment
ବାଣିଗୋଛା ଥାନା ନୂଆଗାଁ ଏବଂ କଳସ ଖମଣ ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ୪୦କିଲୋମିଟର ଦୂର ଦଶପଲ୍ଲା ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ଫେରିବା ବେଳେ ରାସ୍ତା କଡ଼କୁ ଓଲଟି ପଡିଥିଲା ଅଟୋ। ସ୍ଥାନୀୟ ବାସିନ୍ଦା ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭାର୍ତ୍ତି କରିଥିଲେ।
- ଅଟୋ ଓଲଟି ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ
- ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ
- ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ
- ଦଶପଲ୍ଲା ଚିନାପହଁରା ଛକରେ ଦୁର୍ଘଟଣା
- ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିଲେ ଛାତ୍ର ଛାତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/eight-matric-students-injured-in-auto-accident-2026-02-27-18-29-41.jpg)