Advertisment

Drinking Water Crisis: ରାସ୍ତା ମଝିରେ ଗରା, ବାଲ୍ଟି ରଖି ବସିଲେ, କାହାକୁ ଛାଡ଼ିଲେନି

ପାଣି ଦିଅ ନହେଲେ ଉଠିବୁନି। ପାଣି ପାଇଁ ତାତିଲେ ଗାଁ ଲୋକେ। ହାଣ୍ଡି, ବାଲଟି, ଗରା ମଝି ରାସ୍ତାରେ ରଖି କଲେ ଅବରୋଧ । ଏଭଳି କିଛି  ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମାଟିଆଳି ଛକ ନିକଟରେ ।

ROAD BLOCK

ROAD BLOCK Photograph: (OTV)

Advertisment

ପାଣି ଦିଅ ନହେଲେ ଉଠିବୁନି। ପାଣି ପାଇଁ ତାତିଲେ ଗାଁ ଲୋକେ। ହାଣ୍ଡି, ବାଲଟି, ଗରା ମଝି ରାସ୍ତାରେ ରଖି କଲେ ଅବରୋଧ । ଏଭଳି କିଛି  ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମାଟିଆଳି ଛକ ନିକଟରେ ।

Advertisment

ନୀଳଗିରି ବ୍ଲକରେ ଗ୍ରୀଷ୍ମ ଆରମ୍ଭ ନହେଉଣୁ ଆରମ୍ଭ ହୋଇଯାଇଛି ପାନୀୟ ଜଳ ସଙ୍କଟ। ଗରା ବାଲ୍ଟି ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ଜୟପୁରରୁ ନରଣପୁର ସଂଯୋଗ କରୁଥୁବା ଏହି ରାସ୍ତାରେ ଗାଡିମୋଟର ଯାଆସ ବନ୍ଦ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି।

Balasore Water Crisis Protest Road Block Drinking Water Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ