nuapada Photograph: (OTV)
Advertisment
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଦଶମ ରାଉଣ୍ଡ ସୁଦ୍ଧା ସେ ଆଗୁଆ ଅଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦,୩୩୩ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୭,୧୦୧ ଭୋଟ୍ । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୩,୭୫୧ ଭୋଟ୍ ମିଳିଛି । ବିଜେପି ବହୁ ଆଗରେ ଥିବା ବେଳେ ବିଜେଡି ଓ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି । ସେପଟେ ବିହାରରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା MGB ପୂରା ନିରାଶ । ବିହାରରେ ମହାଗଠବନ୍ଧନର ଶୋଚନୀୟ ପ୍ରଦର୍ଶନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/nuapada-2025-11-14-11-29-16.jpg)