Advertisment

Self-Immolation Threat: ‘ନ୍ୟାୟ ଦିଅ, ନଚେତ୍ ଇଚ୍ଛା ମୃତ୍ୟୁ ଦିଅ’; ଧାରଣାରେ ଦିବ୍ୟାଙ୍ଗ ମହିଳା

‘ନ୍ୟାୟ ଦିଅ, ନଚେତ୍ ଇଚ୍ଛା ମୃତ୍ୟୁ ଦିଅ’। ଧାରଣାରେ ନୋତିପାଟଣା ଅଞ୍ଚଳର ଦିବ୍ୟାଙ୍ଗ ମହିଳା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଲେ ଧାରଣା। ପଡୋଶୀ ତାଙ୍କ ଘରକୁ ଲଗାଇ ଏକ ସ୍ଥାନ ଅକ୍ତିଆର କରିଛନ୍ତି। ଯାତାୟତରେ ଅସୁବିଧା ଭୋଗୁଥିବା ଅଭିଯୋଗ।

Self-Immolation Threat

‘ନ୍ୟାୟ ଦିଅ, ନଚେତ୍ ଇଚ୍ଛା ମୃତ୍ୟୁ ଦିଅ’; ଧାରଣାରେ ଦିବ୍ୟାଙ୍ଗ ମହିଳା Photograph: (OTV)

Advertisment

ନ୍ୟାୟ ଦିଅନ୍ତୁ, ନଚେତ୍ ଇଚ୍ଛା ମୃତ୍ୟୁ ଦିଅନ୍ତୁ। ବାଲେଶ୍ୱର ନୋତିପାଟଣା ଅଞ୍ଚଳର ଦିବ୍ୟାଙ୍ଗ ମହିଳା ଚମ୍ପାବତୀ ପଣ୍ଡା ଧାରଣାରେ ବସିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଚ୍ଛା ମୃତ୍ୟୁ ଦାବି କରି ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁସାରେ ଚମ୍ପାବତୀଙ୍କ ପୋଡ଼ାଶୀ ତାଙ୍କ ଘରକୁ ସଂଯୋଗ କରୁଥିବା ଏକ ଇଜମାଇଲ ସ୍ଥାନକୁ ଅକ୍ତିଆର କରିଛନ୍ତି । 

Advertisment

ଫଳରେ ତାଙ୍କର ଯିବା ଆସିବାରେ ଅସୁବିଧା ହେଉଛି। ଏନେଇ ସେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ହେଲେ ନ୍ୟାୟ ନମିଳିବାରୁ ଆଜି ଧାରଣାରେ ବସିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

  • ‘ନ୍ୟାୟ ଦିଅ, ନଚେତ୍ ଇଚ୍ଛା ମୃତ୍ୟୁ ଦିଅ’
  • ଧାରଣାରେ ନୋତିପାଟଣା ଅଞ୍ଚଳର ଦିବ୍ୟାଙ୍ଗ ମହିଳା
  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା
  • ପୋଡ଼ାଶୀ ତାଙ୍କ ଘରକୁ ଲଗାଇ ଏକ ସ୍ଥାନ ଅକ୍ତିଆର କରିଛନ୍ତି
  • ଯାତୟତରେ ଅସୁବିଧା ଭୋଗୁଥିବା ଅଭିଯୋଗ
Advertisment
Baleswar Self Immolation Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ