Advertisment

ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା

ଜଗତସିଂହପୁର  : ଜଗତସିଂହପୁର ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ସ୍ଥିତି ଅତି ସଙ୍ଗିନ୍। କନାଗୁଳି ଗ୍ରାମରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସାରା ଜିଲ୍ଲାରେ ଅାକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲାଣି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯିବା ସହ ରକ୍ତନମୁନା ସଂଗ୍ରହ ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସେପଟେ ଗ୍ରାମବାସୀ ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ […]

ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା

denguprayer

Advertisment

ଜଗତସିଂହପୁର  : ଜଗତସିଂହପୁର ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ସ୍ଥିତି ଅତି ସଙ୍ଗିନ୍। କନାଗୁଳି ଗ୍ରାମରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସାରା ଜିଲ୍ଲାରେ ଅାକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲାଣି।

Advertisment

ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯିବା ସହ ରକ୍ତନମୁନା ସଂଗ୍ରହ ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସେପଟେ ଗ୍ରାମବାସୀ ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହୋଇ ଗ୍ରାମରେ ପରିମଳ ବ୍ୟବସ୍ଥା ସୁଧାରିବା ସହ ଲୋକଙ୍କୁ ସଚେତନ ହେବା ଲାଗି କହିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଡେଙ୍ଗୁ ରୋଗର ନିରାକରଣ ଲାଗି ସଚେତନତା କାମରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ