School Photograph: (OTV)
Advertisment
ସ୍କୁଲରେ ନିଶାସକ୍ତ ଅବସ୍ଥାରେ ଚେତାଶୂନ୍ୟ ହେଲେ ସପ୍ତମ ଶ୍ରେଣୀ ଛାତ୍ର। ଦଶପଲ୍ଲାରେ ଏକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତା ଶୂନ୍ୟ ହୋଇପଡିଥିବାର ଅଭିଯୋଗ ହୋଇଛି।
Advertisment
ଏହି ଘଟଣା ପରେ ପ୍ରଧାନଶିକ୍ଷକ ଅଭିଭାବକ ମାନଙ୍କୁ ଡାକି ସେହି ଦୁଇ ଛାତ୍ରଙ୍କୁ ବିଦ୍ୟାଳୟରୁ ଘରକୁ ପଠାଇଦେଇଥିଲେ। ତେବେ ଛାତ୍ର ମାନେ ମଦ ପିଇ ସ୍କୁଲ ଆସିଥିବା କହିଛନ୍ତି ପ୍ରଧାନ ଶିକ୍ଷକ। ସେପଟେ ନିଶାସକ୍ତ ଛାତ୍ରଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ପୁଅ ସ୍କୁଲରେ ହିଁ ମଦ ପିଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/school-2026-02-12-15-26-51.jpg)