Advertisment

Panic Among Farmers: ମାଡ଼ି ଆସୁଛି ବାତ୍ୟା ମୋନ୍ଥା , ଅଧିକ ବର୍ଷା ହେଲେ....

ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ । ସାମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ପରିବା ଚାଷୀ । ପାଣିପାଗ ପକ୍ଷରୁ ବାତ୍ୟା ‘ମୋନ୍ଥା’କୁ ନେଇ ଦିଆ ଯାଉଥିବା ସୂଚନାକୁ ନେଇ ପରିବା ଚାଷୀଙ୍କ ମନରେ ଛନକା।

PARIBA-CHASHI

PARIBA-CHASHI Photograph: (OTV)

Advertisment

ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ । ସାମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ପରିବା ଚାଷୀ । ପାଣିପାଗ ପକ୍ଷରୁ ବାତ୍ୟା ‘ମୋନ୍ଥା’କୁ ନେଇ ଦିଆ ଯାଉଥିବା ସୂଚନାକୁ ନେଇ ପରିବା ଚାଷୀଙ୍କ ମନରେ ଛନକା। ତର ତର ହୋଇ କିଏ କଞ୍ଚା ପରିବା ଆଦାୟ କରୁଛି ଆଉ କିଏ ପାଚଲା ପରିବାକୁ ଆଦାୟ କରି ବିକ୍ରି କରିବାକୁ ନେଉଛନ୍ତି ଚାଷୀ।

Advertisment

ପୁଣି ଅଧିକ ବର୍ଷା ହେଲେ ଜମିରେ ଥିବା ପରିବା ଗଛ ନଷ୍ଟ ହେବା ଆଶଙ୍କାରେ ଜମିରେ ପାଲ ଢାକୁଛି। କାରଣ ଲଗାଣ ବର୍ଷା ହେଲେ ସବୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଯଦି ବର୍ଷା ସହ ପବନ ହେବ ତେବେ ଚଳିତ ବର୍ଷା ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବ। ଏହି ଭୟ ଏବେ ଘାରିଛି ଚାଷୀଙ୍କୁ।  ଧରାକୋଟ ବ୍ଳକ ପୋଡା ପଲ୍ଲି ଗ୍ରାମର ହେକ୍ଟର ହେକ୍ଟର ଜମିରେ ପରିବା ଚାଷ ହେଉଥିବା ବେଳେ ଚିନ୍ତାରେ ଚାଷୀ 

ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’
ବାତ୍ୟାକୁ ନେଇ ଚିନ୍ତାରେ ପରିବା ଚାଷୀ
ନଷ୍ଟ ହେବା ଭୟରେ ଆଦାୟ କରୁଛନ୍ତି କଞ୍ଚା ପରିବା 
ଅଧିକ ବର୍ଷା ହେଲେ ପରିବା ଗଛ ନଷ୍ଟ ହେବା ଆଶଙ୍କା

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ