Advertisment

Cyber Betting Racket Busted: G RAM G ଆକାଉଣ୍ଟରେ କୋଟି କୋଟି ଟଙ୍କାର ବେଟିଂ; ରାକେଟର ପର୍ଦ୍ଦାଫାସ

G RAM G ଆକାଉଣ୍ଟରେ କୋଟି କୋଟି ଟଙ୍କାର ବେଟିଂ। ଅପରେସନ ସାଇବର୍ କବଚରେ ମିଳିଲା ବଡ଼ ସଫଳତା। ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ ବେଳେ ବେଟିଂ ରାକେଟର ପର୍ଦ୍ଦାଫାସ। ୪ ସାଇବର ଲୁଟେରାଙ୍କୁ ଗିରଫ କଲା ମାଲକାନଗିରି ପୋଲିସ। ୪ଟି ମୋବାଇଲ, ୨ଟି ଲାପଟପ, ୫ଟି ପାସବୁକ ଓ ଚେକ୍ ବୁକ୍ ଜବତ।

Cyber Betting Racket Busted

G RAM G ଆକାଉଣ୍ଟରେ କୋଟି କୋଟି ଟଙ୍କାର ବେଟିଂ Photograph: (OTV)

Advertisment

G RAM G ଆକାଉଣ୍ଟରେ ବେଟିଂ ଖେଳ। ଲୋକଙ୍କ ଆକାଉଣ୍ଟରେ ଚାଲିଥିଲା କୋଟି କୋଟି ଟଙ୍କାର ବେଟିଂ । ଅପରେସନ ସାଇବର୍ କବଚରେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ ବେଳେ ବେଟିଂ ରାକେଟର ହୋଇଛି ପର୍ଦ୍ଦାଫାସ । ୪ ସାଇବର ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ମୋବାଇଲ, ୨ଟି ଲାପଟପ, ୫ଟି ପାସବୁକ ଓ ଚେକ୍ ବୁକ ଜବତ କରିଛି। 

Advertisment

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଛତିଶଗଡ଼ର ରହିଥିବା ସୂଚନା ମିଳିଛି। ଉଭୟ ରାୟପୁରରୁ ଚଳାଉଥିଲେ ଠକେଇ ରାକେଟ୍ । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗରିବ ହିତାଧିକାରୀଙ୍କୁ ଲୋଭ ଦେଖାଇ ଠକେଇ କରୁଥିଲେ ।

  • G RAM G ଆକାଉଣ୍ଟରେ କୋଟି କୋଟି ଟଙ୍କାର ବେଟିଂ
  • ଅପରେସନ ସାଇବର୍ କବଚରେ ମିଳିଲା ବଡ଼ ସଫଳତା
  • ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ ବେଳେ ବେଟିଂ ରାକେଟର ପର୍ଦ୍ଦାଫାସ
  • ୪ ସାଇବର ଲୁଟେରାଙ୍କୁ ଗିରଫ କଲା ମାଲକାନଗିରି ପୋଲିସ
  • ୪ଟି ମୋବାଇଲ, ୨ଟି ଲାପଟପ, ୫ଟି ପାସବୁକ ଓ ଚେକ୍ ବୁକ୍ ଜବତ
  • ଛତିଶଗଡ଼ର ଦୁଇ ଅଭିଯୁକ୍ତ ସାଜିଥିଲେ ମାଷ୍ଟରମାଇଣ୍ଡ୍
Advertisment
Crime Odisha Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ