Advertisment

ଖୋର୍ଦ୍ଧାରେ ଥମୁନି କରୋନା ସଂକ୍ରମଣ; ଆଜି ପୁଣି ଚିହ୍ନଟ ହେଲେ ୧୨୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୯୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୯ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଚିନ୍ତା ବଢାଇଛି ଖୋର୍ଦ୍ଧା। କିଛି ଦିନ ସଂକ୍ରମଣ କମିବା ପରେ ଏବେ ଲଗାତାର ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି  ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୨୬ ଆକ୍ରାନ୍ତ ଚିହ୍ନଟ […]

ଅଦ୍ୟତନ ହୋଇଛି
ଖୋର୍ଦ୍ଧାରେ ଥମୁନି କରୋନା ସଂକ୍ରମଣ; ଆଜି ପୁଣି ଚିହ୍ନଟ ହେଲେ ୧୨୬ ଆକ୍ରାନ୍ତ

corona-1

Advertisment

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୯୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୯ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

Advertisment

ଚିନ୍ତା ବଢାଇଛି ଖୋର୍ଦ୍ଧା। କିଛି ଦିନ ସଂକ୍ରମଣ କମିବା ପରେ ଏବେ ଲଗାତାର ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି  ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡରୁ ୮୭ ଓ କଟକର ୬୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୮୮ ଥିବାବେଳେ ଆକ୍ଟିଭ କେସ୍‌ ୮୩୬୬ ରହିଛି। ୩,୦୧, ୭୭୭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ