KALAHANDI FIRE Photograph: (OTV)
ଠିକାଦାରଙ୍କ ଗୋଦାମ ଜାଳିଦେଲେ ଦୁର୍ବୃତ୍ତ। କଳାହାଣ୍ଡି ନର୍ଲା ଥାନା ଛତାମହୁଲ ରୁପ୍ରରୋଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଗୋଦାମର ଅନେକ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଆଗାମୀ ବର୍ଷକ ମଧ୍ୟରେ ଆହୁରି ଗୋଦାମରେ ନିଆଁ ଲଗାଇବାକୁ ପୋଷ୍ଟରରେ ଧମକ ମିଳିଛି। ତେବେ ପୋଷ୍ଟର ଗୁଡ଼ିକ ନକଲି ବୋଲି ସ୍ପଷ୍ଟ କରିଛନ୍ତି କଳାହାଣ୍ଡି ଏସପି।
ଠିକାଦାରଙ୍କ ଗୋଦାମ ଜାଳିଦେଲେ ଦୁର୍ବୃତ୍ତ
ନର୍ଲା ଥାନା ଛତାମହୁଲ ରୁପ୍ରରୋଡରେ ଅଗ୍ନିକାଣ୍ଡ
ଗୋଦାମର ଅନେକ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର
ଆଗକୁ ଆହୁରି ଗୋଦାମରେ ନିଆଁ ଲଗାଇବାକୁ ପୋଷ୍ଟରରେ ଧମକ
ପୋଷ୍ଟର ଗୁଡ଼ିକ ନକଲି ବୋଲି ସ୍ପଷ୍ଟ କଲେ କଳାହାଣ୍ଡି ଏସପି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/kalahandi_fire-2026-01-13-11-30-53.jpg)