CONGRESS PROTEST Photograph: (OTV)
Advertisment
ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଗଲେ କଂଗ୍ରେସ କର୍ମୀ। ବନ୍ଦ ପାଳନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଫିସ ବନ୍ଦ କରିବାକୁ ଦାବି କଲେ। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନାରୀମାନେ ବନ୍ଦ ପାଳନ କରୁଛନ୍ତି।
Advertisment
ବିଭିନ୍ନ ସରକାରୀ ଅଫିସରେ ପଶି ବନ୍ଦ କରିବାକୁ ଦାବି କରୁଛନ୍ତି। ଅଫିସରୁ ଅଫିସ ବୁଲି କଂଗ୍ରେସ କର୍ମୀ ବନ୍ଦ କରୁଥିବାରୁ କାର୍ଯ୍ୟରତ ସରକାରୀ କର୍ମଚାରୀ ବାଧ୍ୟ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/congress-protest-2026-02-12-14-21-03.jpg)