Advertisment

କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଲେ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଅାଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେ କହିଛନ୍ତି, ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍‌କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ କରାଯାଇଛି।ଏଥିରୁ ୧୨.୦୫ ଏକର ଜମିରେ ବିଅରି ପ୍ଲାଣ୍ଟ ବସାଇବାକୁ ଇଡକୋ ଅନୁମତି ଦେଇଛି। ଜମି ପତିତ କିସମର, ଜଙ୍ଗଲର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ଅଗଷ୍ଟ ୨୪ରେ ଡିଏଫ୍ଓ ଗଛକଟା ଅନୁମତି ଦେଇଥିଲେ […]

କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଲେ ବିଜୟଶ୍ରୀ ରାଉତରାୟ

bijayasri

Advertisment

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଅାଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେ କହିଛନ୍ତି, ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍‌କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ କରାଯାଇଛି।ଏଥିରୁ ୧୨.୦୫ ଏକର ଜମିରେ ବିଅରି ପ୍ଲାଣ୍ଟ ବସାଇବାକୁ ଇଡକୋ ଅନୁମତି ଦେଇଛି।

Advertisment

ଜମି ପତିତ କିସମର, ଜଙ୍ଗଲର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ଅଗଷ୍ଟ ୨୪ରେ ଡିଏଫ୍ଓ ଗଛକଟା ଅନୁମତି ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଉତ୍ତରକୁ ନରସିଂହ ମିଶ୍ର ସମାଲୋଚନା କରିଛନ୍ତି। ଜଙ୍ଗଲ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି ବୋଲି ନରସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ