Advertisment

Cold intensifies in Odisha: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ... ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା

ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୨ ସହର। ୮ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା। ଫୁଲବାଣୀରେ ରେକର୍ଡ ହୋଇଛି ୯.୫ ଡିଗ୍ରୀ ତାପମାତ୍ରା।

Cold Wave

Cold Wave Photograph: (OTV)

Advertisment

ରାଜ୍ୟରେ ବଢୁଛି ଶୀତ। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜାଡ଼ ସାଙ୍ଗକୁ ଘନ କୁହୁଡିର ଆସ୍ତରଣରେ ଢାଙ୍କି ହୋଇଯାଇଛି ରାସ୍ତାଘାଟ। ଗତକିଛି ଦିନହେଲା ଜାଡ଼ ଶୀତ ଅନୁଭୂତ ହେଉଥିବାରୁ ଲୋକେ ଥରହର ହେଉଛନ୍ତି। କୁହୁଡିରେ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାଘାଟ ଦେଖା ଯାଉନାହିଁ।

Advertisment

୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୨ ସହର। ୮ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା। ଫୁଲବାଣୀରେ ରେକର୍ଡ ହୋଇଛି ୯.୫ ଡିଗ୍ରୀ ତାପମାତ୍ରା। ଲଗାତାର ୧୫ ଡିଗ୍ରୀ ତଳେ ରହିଛି ଟୁଇନସିଟି। କଟକରେ ୧୪.୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭୁବନେଶ୍ବର ତାପମାତ୍ରା ୧୪.୮ ଡିଗ୍ରୀ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ।


•    ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ 
•    ୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୨ ସହର 
•    ୮ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା 
•    ଫୁଲବାଣୀରେ ରେକର୍ଡ ହୋଇଛି ୯.୫ ଡିଗ୍ରୀ ତାପମାତ୍ରା 
•    ଲଗାତାର ୧୫ ଡିଗ୍ରୀ ତଳେ ରହିଛି ଟୁଇନସିଟି 
•    ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀ ରହିବ

Advertisment
Chilling Cold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ