Advertisment

CM Mohan Majhi: ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀ କହିଲେ ନୂଆପଡ଼ା ବିକାଶ ଦାୟିତ୍ୱ ମୋର

ନୂଆପଡ଼ା ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ବିଶାଳ ଜନସଭାରେ ସେ କହିଛନ୍ତି ନୂଆପଡ଼ା ବିକାଶ ଦାୟିତ୍ବ ମୋର, କଥା ଦେଇ କଥା ରଖିବୁ। ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି।

NUAPADA

NUAPADA Photograph: (OTV)

Advertisment

ନୂଆପଡ଼ା ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ବିଶାଳ ଜନସଭାରେ ସେ କହିଛନ୍ତି ନୂଆପଡ଼ା ବିକାଶ ଦାୟିତ୍ବ ମୋର, କଥା ଦେଇ କଥା ରଖିବୁ। ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ। କଥା ଦେଇ କଥା ରଖିବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ।

Advertisment

ନୂଆପଡାକୁ ଆହୁରି ଆଗକୁ ନେବାକୁ ହେଲେ ନୂଆପଡାବାସୀଙ୍କ ସମର୍ଥନ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ’। ‘ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି’। ‘ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ’। ‘ଆଉ ନବୀନ ବାବୁ ଏପରି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ ।

‘ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ମୋହନ ମାଝୀ। ‘ବିଜେଡିକୁ ଜିଲ୍ଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲ୍ଲାରୁ ଆଣିଲେ। ହେଲେ ନୂଆପଡା ବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି... 

Advertisment

ନୂଆପଡ଼ା ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଜୟ ଜଗନ୍ନାଥ କହି ଆରମ୍ଭ କଲେ ଭାଷଣ
ଜୟ ଢୋଲକିଆଙ୍କ ପାଇଁ ମାଗିଲେ ଭୋଟ୍
ନୂଆପଡ଼ାରେ ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ
ଜନସଭାରେ ଯୋଗଦେଇଛନ୍ତି ଦଳର ପ୍ରମୁଖ ନେତା
ନୂଆପଡ଼ାବାସୀଙ୍କ ଆଶିର୍ବାଦ ମାଗିଲେ ଜୟ ଢୋଲକିଆ

ଜୟ ଜଗନ୍ନାଥ କହି ଆରମ୍ଭ କଲେ ଭାଷଣ
ଜୟ ଢୋଲକିଆଙ୍କ ପାଇଁ ମାଗିଲେ ଭୋଟ୍
ନୂଆପଡ଼ାରେ ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ
ଜନସଭାରେ ଯୋଗଦେଇଛନ୍ତି ଦଳର ପ୍ରମୁଖ ନେତା
ନୂଆପଡ଼ାବାସୀଙ୍କ ଆଶିର୍ବାଦ ମାଗିଲେ ଜୟ ଢୋଲକିଆ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ