Advertisment

Makar Buda Ritual: ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ରାଜନଗର ନିକଟ ବୈତରଣୀର ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇବେ ସିଏମ୍ । ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Cm makar

Cm makar Photograph: (OTV)

Advertisment

ଆଜି ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ରାଜନଗର ନିକଟ ବୈତରଣୀର v। ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  

Advertisment

ଗତବର୍ଷ ମୁଖ୍ୟମନ୍ତ୍ରୀ ପାଟଣା ପରମେଶ୍ବର ଶିବ ମନ୍ଦିର ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଥିଲେ । କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ପର୍ବ । ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ୫ ରୁ ୭ଦିନ ଧରି ଧୁମଧାମରେ ପାଳନ କରିଥାନ୍ତି ।

ମୁଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ ମଧ୍ୟ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଉଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ପରମ୍ପରା ନଭୁଲି ଗଣପର୍ବରେ ସାମିଲ ହେଉଛନ୍ତି । 

Advertisment

ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝରର ବୈତରଣୀ ନଦୀରେ ମକର ବୁଡ଼ ପକାଇବେ ସିଏମ୍
ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା
ଗତବର୍ଷ ମଧ୍ୟ ମକର ବୁଡ଼ ପକାଇଥିଲେ ସିଏମ୍
କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର 

Makar Sankranti odisha cm mohan charan majhi Odisha CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ