Advertisment

Tension Inside Daspalla Block Office: ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ; ବ୍ଲକ୍ ଅଫିସରରେ ତାଲା

ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ। ଦଶପଲ୍ଲା ବ୍ଲକ୍ ଅଫିସ୍ ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ। ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ। ବ୍ଲକ୍ ଅଫିସରରେ ତାଲା ମାରି ବୁଝାସୁଝା କରୁଛି ପୋଲିସ।

Tension Inside Daspalla Block Office

ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ Photograph: (OTV)

Advertisment

ଦଶପଲ୍ଲା ବ୍ଲକ ଅଫିସରେ ଶାସକ-ବିରୋଧୀ ଗୋଷ୍ଠୀ ହାତାହାତି। ବିଡିଓଙ୍କ କାର୍ଯ୍ୟାଳୟରେ ଦଶପଲ୍ଲା ବିଧାୟକ, ବ୍ଲକ ଚେୟାରମ୍ୟାନଙ୍କ ସମେତ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହି ଅଟକି ରହିଥିବା ବିଲ୍ ଗୁଡ଼ିକୁ ପାସ୍ ପାଇଁ ବିଡିଓଙ୍କ ସହ ଆଲୋଚନା କରୁଥିବା ବେଳେ ହଠାତ୍ ଶାସକ ଦଳର କିଛି କର୍ମୀ ଧସେଇ ପଶିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋ ହଲା ହେବା ସହ ହାତାହାତି ପରିସ୍ଥିତି ଉପୁଜିଥିଲା। 

Advertisment

ତେବେ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କୁ ଆଣିଥିବା ବେଳେ ଉତ୍ତେଜନା ଲାଗି ରହିଛି।

  • ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ
  • ଦଶପଲ୍ଲା ବ୍ଲକ୍ ଅଫିସ୍ ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ
  • ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ
  • ବ୍ଲକ୍ ଅଫିସରରେ ତାଲା ମାରି ବୁଝାସୁଝା କରୁଛି ପୋଲିସ
Advertisment
Breaking News Nayagarh Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ