Advertisment

Mohan Majhi Interacts with Kids: ପିଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଚାରିଲେ ମୁଖ୍ୟମନ୍ତ୍ରୀଙ୍କ ନାଁ କଣ ଜାଣିଛ ?

ଏତିକି ବେଳେ ଉପସ୍ଥିତ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ବି ପଚାରିଥିଲେ। ରାଷ୍ଟ୍ରପତିଙ୍କ ଘରକୁ ଦେଖାଇ, ଏ ଘର କାହାର? ବଡ଼ ହେଲେ କଣ ହେବ , ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କଣ ବୋଲି ପଚାରିଥିଲେ।

CM Mohan Majhi

CM Mohan Majhi Photograph: (OTV)

Advertisment

ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ରୋଚକ ଦୃଶ୍ୟ। ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିବା ପିଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦେଖି ହଠାତ୍ ଅଟକି ଗଲେ ସିଏମ୍। ଗାଡିରୁ ଓହ୍ଲାଇ ବାରିକେଡ୍ ପାଖରେ ଛିଡା ହୋଇଥିବା ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ହାତ ହଲାଇବା ସହ କଥା ହୋଇଥିଲେ।

Advertisment

ଏତିକି ବେଳେ ଉପସ୍ଥିତ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ବି ପଚାରିଥିଲେ। ରାଷ୍ଟ୍ରପତିଙ୍କ ଘରକୁ ଦେଖାଇ, ଏ ଘର କାହାର? ବଡ଼ ହେଲେ କଣ ହେବ , ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କଣ ବୋଲି ପଚାରିଥିଲେ। ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ହସ ହସ ମୁହଁରେ ଉତ୍ତର ଦେଇଥିଲେ।

Students cm mohan majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ