ସିସିଟିଭି ଦୃଶ୍ୟ; ମାଡ଼ିଗଲା ସ୍ୱଚ୍ଛ ସବାରୀ ଗାଡି Photograph: (OTV)
Advertisment
ସାମ୍ନାକୁ ଆସିଲା ପୁରୀରେ ସ୍ୱଚ୍ଛ ସବାରୀ ଗାଡ଼ି ଦୁର୍ଘଟଣାର ସିସିଟିଭି ଚିତ୍ର। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଚିତ୍ର ଏବେ ଦୁର୍ଘଟଣାର ସତକୁ ପଦାକୁ ଆଣିଛି। ଗତ ୨୪ ତାରିଖରେ ରେଡ୍ କ୍ରସ୍ ରୋଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।
Advertisment
ଦୁର୍ଘଟଣାରେ ଆହତ ବ୍ୟକ୍ତି ଜଣକ ଏବେ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨୪ ତାରିଖ ସକାଳେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ମନୋରଞ୍ଜନ ଦାଶ ଚାଲିବା ପାଇଁ ବାହାରିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା ସ୍ୱଚ୍ଛ ସବାରୀ ଗାଡ଼ି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/swachh-sabari-vehicle-accident-2026-01-27-20-29-59.jpg)