ସୁନ୍ଦରଗଡ଼ MCLରେ ସିବିଆଇ ରେଡ୍ Photograph: (OTV)
Advertisment
ସୁନ୍ଦରଗଡ଼ MCLରେ ସିବିଆଇ ଚଢ଼ାଉ। ଦିଲ୍ଲୀ ସିବିଆଇର ୩ ଜଣିଆ ଟିମ ପହଞ୍ଚି ତଦନ୍ତ କରୁଛି। ଚୋରା କୋଇଲା ଖଣି ଅଭିଯୋଗ ନେଇ ଖୋଳତାଡ଼ ହେଉଛି। MCL ପାଖ ଜଙ୍ଗଲରେ ଚୋରା ଖଣି ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସେଣ୍ଟ୍ରାଲ୍ ସିବିଆଇ ଟିମ୍ ପହଞ୍ଚି ତଦନ୍ତ କରୁଛି।
Advertisment
- ସୁନ୍ଦରଗଡ଼ MCLରେ ସିବିଆଇ ରେଡ୍।
- ତଦନ୍ତ କରୁଛି ଦିଲ୍ଲୀ ସିବିଆଇର ୩ ଜଣିଆ ଟିମ୍।
- ଚୋରା କୁଇଲା ଖଣି ଅଭିଯୋଗରେ ଚାଲିଛି ଖୋଜା।
- ସେଣ୍ଟ୍ରାଲ ସିବିଆଇ ଟିମର ତଦନ୍ତ ଜାରି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/30/coal-theft-at-mcl-2026-01-30-18-44-32.jpg)