Advertisment

Buried Business Establishment: କମିଶନରେଟ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଧୂଳିସାତ୍ ହେଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ

ମାଟିରେ ମିଶିଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ। ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ।

EVICTION

EVICTION Photograph: (OTV)

Advertisment

ମାଟିରେ ମିଶିଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ। ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ମାଟିରେ ମିଶାଇଛି ହତ୍ୟା ଅଭିଯୁକ୍ତର ବ୍ୟବସାୟ ପ୍ରତିଷ୍ଠାନ। ସରକାରୀ ଜମିରେ ରାସନ ଦୋକାନ ସହ ଫାଷ୍ଟ ଫୁଡ୍ ଦୋକାନ କରି ପତିଆରା ଜାହିର କରୁଥିଲା ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତି। ମାମଲରେ ମୋଟ ୬ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏବେବି ଏକାଧିକ ଅଭିଯୁକ୍ତ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁ ଚଢାଉ ଜାରି ରଖିଛି। ଗତ ଏପ୍ରିଲ ମାସରେ ଏୟାରଫିଲ୍ଡ ଥାନା ପଧାନସାହି ଖେଳ ପଡିଆ ନିକଟରେ ହୋଇଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ....

Advertisment

ଧୂଳିସାତ୍ ହେଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ
ହତ୍ୟା ଅଭିଯୁକ୍ତ ଟୁଲୁ ମହାନ୍ତିର ଦୋକାନ ଘର ମାଟିରେ ମିଶିଲା
ବିଲଡର ସସ୍ମିତ ବିଶ୍ବାଳ ହତ୍ୟାକାଣ୍ଡର ଅଭିଯୁକ୍ତ ଟୁଲୁ
କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର ପଧାନସାହିରେ ଏପ୍ରିଲରେ ଘଟିଥିଲା ହତ୍ୟାକାଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ