Advertisment

Matric Student Dies By Suicide: ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ, ପରୀକ୍ଷା ଦେଇ ଆସିବା ପରେ ଆତ୍ମହତ୍ୟା

ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ। ବ୍ରହ୍ମପୁରରେ ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ। ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ଜୀବନ ହାରିଲେ। ଗେଟ୍ ନିକଟରୁ ଛାତ୍ରୀଙ୍କ ପାଖରୁ ମିଳିଥିଲା କପି।

Matric Student Dies By Suicide

ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ, Photograph: (OTV)

Advertisment

ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ। ବ୍ରହ୍ମପୁର ସହରରେ ଘଟିଛି ଏ ଅଘଟଣ। ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ଜୀବନ ହାରିଥିଲେ ମାଟ୍ରିକ ପରୀକ୍ଷାର୍ଥୀ। ପରୀକ୍ଷା ଦେଇ ଘରକୁ ଆସିବା ପରେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିଲେ। ପରୀକ୍ଷା କେନ୍ଦ୍ର ଗେଟ୍ ନିକଟରୁ ଛାତ୍ରୀଙ୍କ ପାଖରୁ ମିଳିଥିଲା କପି। କପି ଧରାପଡ଼ିବା ପରେ ସ୍କୁଲର କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। 

Advertisment

ଗତ ଶନିବାର ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମାନସିକ ଭାରସାମ୍ୟ ହରାଇ ଝିଅ ଆତ୍ମହତ୍ୟା କରିଥିବା କହିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ। ତେବେ ଛାତ୍ରୀଙ୍କୁ ଧମକ ଦିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ବ୍ରହ୍ମପୁର ଭିଭି ଗିରି ଉଚ୍ଚ ବାଳିକା ବିଦ୍ୟାଳୟରେ ଛାତ୍ରୀ ଜଣକ ପରୀକ୍ଷା ଦେଇଥିଲେ। ଯଦି ଆବଶ୍ୟକ ପଡ଼େ ସିସି କ୍ୟାମେରା ଯାଞ୍ଚ କରାଯିବ। ଏବେ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ।

  • ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ
  • ବ୍ରହ୍ମପୁରରେ ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ
  • ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ଜୀବନ ହାରିଲେ
  • ଗେଟ୍ ନିକଟରୁ ଛାତ୍ରୀଙ୍କ ପାଖରୁ ମିଳିଥିଲା କପି
Advertisment
Suicide Berhampur Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ