Advertisment

13 Dead in a Day: କଳା ସୋମବାର, ଗୋଟିଏ ଦିନରେ ଗଲା ୧୩ ଜଣଙ୍କ ଜୀବନ

ମୃତ ଏମଡି. ନୁର୍ ତେନ୍ତୁଳିଟାରେ ଏକ ଦୋକାନ କରି ପରିବାର ଚଳାଉଥିଲେ । ପୁଅ ଓ ସ୍ତ୍ରୀଙ୍କୁ ନେଇଯିବାବେଳେ ଏକ ଟ୍ରକ୍ ପଛପଟେ ପିଟି ହୋଇ ବାପପୁଅଙ୍କର ଜୀବନ ଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Accident

Accident Photograph: (OTV)

Advertisment

ରାଜ୍ୟରେ କଳା ସୋମବାର । ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ୨୪ ଘଣ୍ଟାରେ ଗଲାଣି ୧୩ ଜଣଙ୍କ ଜୀବନ । କେନ୍ଦୁଝରରେ ଟ୍ରକ୍ ପଛରେ ବାଇକ ପିଟିହୋଇ ଚାଲିଗଲା ବାପପୁଅଙ୍କ ଜୀବନ। କେନ୍ଦୁଝର ୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

Advertisment

ମୃତ ଏମଡି. ନୁର୍ ତେନ୍ତୁଳିଟାରେ ଏକ ଦୋକାନ କରି ପରିବାର ଚଳାଉଥିଲେ । ପୁଅ ଓ ସ୍ତ୍ରୀଙ୍କୁ ନେଇଯିବାବେଳେ ଏକ ଟ୍ରକ୍ ପଛପଟେ ପିଟି ହୋଇ ବାପପୁଅଙ୍କର ଜୀବନ ଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିଭଳି ଭିନ୍ନ ଭିନ୍ନ ଘଟଣାରେ ବରଗଡ଼ରେ ୪, କୁଚିଣ୍ଡାରେ ୩ ଓ ବଣାଇରେ ୨ ଓ ବଲାଙ୍ଗୀରରେ ଜଣଙ୍କର ମୃତ୍ୟୁ ହୋଇଛି । 

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ

୨୪ ଘଣ୍ଟାରେ ଗଲାଣି ୧୩ ଜଣଙ୍କ ଜୀବନ
ବରଗଡ଼ରେ ୪, କୁଚିଣ୍ଡାରେ ୩, ବଣାଇରେ ୨ ମୃତ
କେନ୍ଦୁଝରରେ ୩ ଓ ବଲାଙ୍ଗୀରରେ ଜଣେ ମୃତ

Advertisment
Accident Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ