SANKAR-PARIDA_DEATH Photograph: (OTV)
ଚାଲିଗଲେ ଶଙ୍କର ପରିଡ଼ା । ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କ ପରଲୋକ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ଏନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏକାଧାରରେ ଥିଲେ ନେତା, କବି, ସ୍ତମ୍ଭକାର, ସମାଜସେବୀ । ଫୁସଫୁସ କ୍ୟାନସରରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଶଙ୍କର ପରିଡ଼ା । ପୁରୀ ଜିଲ୍ଲାର ସେ ଜଣେ ପରିଚିତ ରାଜନେତା । ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ, କତା ନିଗମ ଅଧ୍ୟକ୍ଷ ମଧ୍ୟ ଥିଲେ ।
ଚାଲିଗଲେ ଶଙ୍କର ପରିଡ଼ା
ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କ ପରଲୋକ
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
ପରଲୋକ ନେଇ ପରିବାର ପକ୍ଷରୁ ସୂଚନା
ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ
ଏକାଧାରରେ ଥିଲେ ନେତା, କବି, ସ୍ତମ୍ଭକାର, ସମାଜସେବୀ
ଫୁସଫୁସରେ କ୍ୟାନ୍ସରେ ଦୀର୍ଘ ଦିନ ଧରି ଲଢ଼ୁଥିଲେ
ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଭାବେ ଆଖି ବୁଜିଲେ
ପୁରୀ ଜିଲ୍ଲାର ଜଣେ ପରିଚିତ ରାଜନେତା
ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ, କତା ନିଗମ ଅଧ୍ୟକ୍ଷ ଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/30/sankar-parida_death-2025-10-30-18-34-37.jpg)