Advertisment

ଚମ୍ପୁଆରୁ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ମିନାକ୍ଷୀ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଛନ୍ତି। ୨୦୧୪ରେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ ଜିତିଥିଲେ।  ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେଡି ପ୍ରାର୍ଥୀ ପପୁ ପମ୍‌ପମ୍‌ଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ସନାତନ ବିଜୟୀ ହୋଇଥିଲା। ସନାତନଙ୍କ ପୂର୍ବରୁ ଏଠାରେ ବିଧାୟକ ଥିଲେ ଜିତୁ ପଟ୍ଟନାୟକ। ଏଥର […]

ଚମ୍ପୁଆରୁ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ

mi

Advertisment

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ମିନାକ୍ଷୀ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଛନ୍ତି। ୨୦୧୪ରେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ ଜିତିଥିଲେ। 

Advertisment

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେଡି ପ୍ରାର୍ଥୀ ପପୁ ପମ୍‌ପମ୍‌ଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ସନାତନ ବିଜୟୀ ହୋଇଥିଲା। ସନାତନଙ୍କ ପୂର୍ବରୁ ଏଠାରେ ବିଧାୟକ ଥିଲେ ଜିତୁ ପଟ୍ଟନାୟକ। ଏଥର ଏହି ଦୁଇ ହେଭିୱେଟ ନିର୍ବାଚନରେ ଭାଗ ନେଇ ନ ଥିଲେ ଏବଂ ବିଜେଡି ମିନାକ୍ଷୀଙ୍କ ଭଳି ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଥିଲେ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ