Advertisment

Indian Roads Congress: ଆଜିଠୁ ଭୁବନେଶ୍ବରରେ ଇଣ୍ଡିଆନ ରୋଡ୍ସ କଂଗ୍ରେସ , ଉଦଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। କାର୍ଯ୍ୟକ୍ରମରେ ୩ ହଜାର ୫୦୦ରୁ ଅଧିକ ଇଞ୍ଜିନିୟର୍ସ ଓ ରିସର୍ଚ୍ଚର ଯୋଗଦେବେ। କାର୍ଯ୍ୟକ୍ରମରେ ମୋଟ୍ ୧୯ଟି ଟେକ୍ନିକାଲ୍ ସେସନ୍ ରହିବ।

indian road congress

indian road congress Photograph: (OTV)

Advertisment

ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଇଣ୍ଡିଆନ ରୋଡ୍ସ କଂଗ୍ରେସ ମହାକୁମ୍ଭ। ଜନତା ମୈଦାନରେ ଆୟୋଜିତ ହେବ ଇଣ୍ଡିଆନ ରୋଡ୍ସ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ।

Advertisment

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। କାର୍ଯ୍ୟକ୍ରମରେ ୩ ହଜାର ୫୦୦ରୁ ଅଧିକ ଇଞ୍ଜିନିୟର୍ସ ଓ ରିସର୍ଚ୍ଚର ଯୋଗଦେବେ। କାର୍ଯ୍ୟକ୍ରମରେ ମୋଟ୍ ୧୯ଟି ଟେକ୍ନିକାଲ୍ ସେସନ୍ ରହିବ। ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ୍ ସେସନକ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

୧୦ ବର୍ଷ ପରେ ଇଣ୍ଡିଆନ୍ ରୋଡ୍ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ଗଢ଼ି ତୋଳିବାକୁ ଏଭଳି କାର୍ଯ୍ୟକ୍ରମ ଅନେକ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। 

Advertisment

ଆଜିଠୁ ଭୁବନେଶ୍ବରରେ ଇଣ୍ଡିଆନ ରୋଡ୍ସ କଂଗ୍ରେସ
ଇଣ୍ଡିଆନ ରୋଡ୍ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ
ଉଦଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ 
ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସାମିଲ ରହିବେ ୩୫୦୦ରୁ ଅଧିକ ଇଞ୍ଜିନିୟର୍ସ ଓ ରିସଚ୍ଚର
୧୦ ଯାଏଁ ଚାଲିବ ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ